ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସକର୍ମୀ ଓ ମ୍ୟୁନିସିପାଲିଟି କାଉନସିଲରଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୋପୋରେ ସହରରେ ଆତଙ୍କବାଦୀଙ୍କ ଆକ୍ରମଣ। ବୈଠକ ଚାଲୁଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଜଣେ ପୁଲିସ କର୍ମଚାରୀ ଏବଂ ମ୍ୟୁନିସିପାଲିଟି କାଉନସିଲରଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି। ବୈଠକ ପାଇଁ କାଉନସିଲରମାନେ ଏକତ୍ରିତ ହେବା ପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୋପୋରେ ମ୍ୟୁନିସିପାଲିଟି ପରିଷଦର କାଉନସିଲର ରେୟାଜ ଅହମ୍ମଦଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କାଉନସିଲର ଆହତ ହୋଇଛନ୍ତି। ଆକ୍ରମଣରେ ସୁରକ୍ଷା ଦାୟିତ୍ବରେ … Continue reading ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସକର୍ମୀ ଓ ମ୍ୟୁନିସିପାଲିଟି କାଉନସିଲରଙ୍କ ମୃତ୍ୟୁ